ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା

ନୂଆଦିଲ୍ଲୀ: ଭୂମିକମ୍ପର ତୀବ୍ରତା ୪.୬ ଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ନେପାଳରେ ବୋଲି ଜଣାପଡିଛି, ଯେଉଁଠାରେ ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ବୋଲି ଜଣାପଡିଛି । ନେପାଳରେ ୫ କିଲୋମିଟର ଗଭୀରତାରେ ଦୁଇଟି ଭୂମିକମ୍ପ ଅନୁଭୂତ ହେବା ପରେ ଆଜି ଦିଲ୍ଲୀରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି।