ପୋଷ୍ଟାଲ ଷ୍ଟାମ୍ପରେ ବିଶିଷ୍ଟ ବ୍ୟକ୍ତି

୧୯୩୧ ମସିହା ଫେବୃଆରୀ ୯ ତାରିଖରେ କୌଣସି ….

୧୯୩୧ ମସିହା ଫେବୃଆରୀ ୯ ତାରିଖରେ କୌଣସି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଛବିକୁ ପୋଷ୍ଟାଲ ଷ୍ଟାମ୍ପରେ ସ୍ଥାନିତ କରିବାର ପ୍ରକ୍ରିୟା ଏହିଦିନ ଆରମ୍ଭ କରାଯାଇଥିଲା। ପୋଷ୍ଟାଲ ଷ୍ଟାମ୍ପରେ ମହାତ୍ମା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ, ଜବାହରଲାଲ ନେହୁରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଫଟୋ ସ୍ଥାନ ପାଇବା ଛୋଟିଆ କଥା ନୁହେଁ।

ଦେଶ ପ୍ରତି ଜାତି ପ୍ରତି ସମାଜ ପ୍ରତି ସମର୍ପିତ ଲୋକଙ୍କୁ ଚିର ସ୍ମରଣୀୟ କରିବା ପାଇଁ ଏଭଳି ପ୍ରକ୍ରିିୟା ସର୍ବଦା ସ୍ୱାଗତଯୋଗ୍ୟ କାରଣ ଆମ ଦେଶରେ ପୂଜ୍ୟପୂଜା ଏକ ପରମ୍ପରା ଓ ପ୍ରାଚୀନ ସଂସ୍କୃତି।