ବିଶ୍ୱର ୪ର୍ଥ ଧନୀବ୍ୟକ୍ତି ଗୌତମ ଆଦାନି ଫୋର୍ବର ରିଅଲ ଟାଇମ ସୂଚୀ ଅନୁଯାୟୀ ଭାରତର …. By Shaksi News Last updated Jul 28, 2022 0 ନୂଆଦିଲ୍ଲୀ: ଫୋର୍ବର ରିଅଲ ଟାଇମ ସୂଚୀ ଅନୁଯାୟୀ ଭାରତର ଗୌତମ ଆଦାନୀ ୧୧୨.୬ ଆରବ ଡଲାରର ନେଟ ମୂଲ୍ୟ ଅନୁଯାୟୀ ଟପ ଟେନ ବିଲିୟନ ସୂଚୀରେ ଏକ ପାଦ ଆଗକୁ ବଢ଼ି ୪ ନମ୍ବର ସ୍ଥାନରେ ପହଞ୍ôଚଛନ୍ତି । ସେ ବର୍ତ୍ତମାନ ବିଶ୍ୱର ୪ର୍ଥ ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । Continue Reading #National-International#shaksinewsGautam Adani is the 4th richest person in the world 0 Share