ନୂଆଦିଲ୍ଲୀ : ଆମେରିକାର ମଡେଲ ତଥା ଏବଂ ବ୍ୟବସାୟୀ କାଇଲି ଜେନେର ପୁଣି ମା ହେବାର ସ୍ୱଭାଗ୍ୟ ଲାଭ କରିଛନ୍ତି । ତାଙ୍କର ଦ୍ୱିତୀୟ ସନ୍ତାନକୁ ଖୁସି ସହ ସ୍ୱାଗତ କରିଛନ୍ତି । ଏନେଇ ତାଙ୍କ ସ୍ୱାମୀ ରାପର୍ ଟ୍ରାଭିସ୍ ସ୍କଟଙ୍କ ଏହି ଖୁସି ଖବର ଜଣାଇଛନ୍ତି ।
ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଉଭୟଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । କାଇଲି ପିଲାର ଏକ ଫଟୋ ସେୟାର କରିଛନ୍ତି ।