ଇତିହାସ ରଚିଲା ଭାରତ By Shaksi News On Sep 26, 2023 0 ଏସୀୟ କ୍ରୀଡ଼ା ୨୦୨୩ର ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । ତୃତୀୟ ଦିନରେ ଭାରତ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲା । ୪୧ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲା ଭାରତୀୟ ଅଶ୍ୱାରୋହୀ ଦଳ । Continue Reading #National-International#Shaksi News#sports 0 Share