କେଜ୍ରିୱାଲଙ୍କ ଗିରଫଦାରିକୁ ସୁପ୍ରିମକୋର୍ଟରେ ଚାଲେଂଜ By Shaksi News Last updated Mar 22, 2024 0 Kejriwal's arrest challenged in Supreme Court ନୂଆଦିଲ୍ଲୀ: ଆପ୍ ଜାତୀୟ ଆବାହକ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରିକୁ ସୁପ୍ରିମକୋର୍ଟରେ ଚାଲେଂଜ କରିଛି ଆପ୍ । କେଜ୍ରିୱାଲଙ୍କ ଗିରଫଦାରିକୁ ପ୍ରତିବାଦ କରି ଓଡ଼ିଶା ଆପ୍ ପରିବାର ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ନିକଟରେ ଧାରଣା ଅନୁଷ୍ଠିତ ହୋଇଛି । Continue Reading Kejriwal's arrest challenged in Supreme Court 0 Share