ଦେଶରେ ୫ ହଜାର ପାର କଲା ଓମିକ୍ରନ

ନୂଆଦିଲ୍ଲୀ: ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମକ୍ରିନ ୫ ହଜାର ପାର କରିଛି । ସେହିପରି ଗୋଟିଏ ଦିନରେ ଦେଶରେ ଅଢେଇ ଲକ୍ଷରୁ ଉଦ୍ଧ୍ୱର୍ କୋଭିଡ-୧୯ ମାମଲା ଜଣାପଡିଛି । ଅନ୍ୟପକ୍ଷରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୮୮ରେ ପହଞ୍ଚିଛି ।