ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ ଠାବ
ସୂଚନା ଦେଇ କହିଛନ୍ତି ଜବାନମାନେ କାନାଚକ ଇଲାକାରେ ପାକିସ୍ତାନ ପକ୍ଷରୁ ଏକ ଲାଲ ଆଲୋକ ଦେଖିଥିଲେ…..
ଜାମ୍ମୁ : ବିଏସଏଫ ଜାମ୍ମୁ ଜିଲ୍ଲାର କାନାଚକ ସେକ୍ଟରରେ ଅନ୍ତରାଷ୍ଟ୍ରୀୟ ସୀମା ପାଖରେ ଗୋଟିଏ ପାକିସ୍ତାନୀ ଡ୍ରୋନକୁ ଦେଖି ତାହା ଉପରେ ଗୁଳି ଚଳାଇଛନ୍ତି । ବିଏସଏଫର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଜବାନମାନେ କାନାଚକ ଇଲାକାରେ ପାକିସ୍ତାନ ପକ୍ଷରୁ ଏକ ଲାଲ ଆଲୋକ ଦେଖିଥିଲେ । ପରେ ବିଏସଏଫର ଜବାନ ଏହା ଉପରେ ଗୁଳିଚାଳନା କରିଥିଲେ ।