ରମଜାନର ପବିତ୍ର ମାସ ଆରମ୍ଭ ହୋଇଛି । ଏହି ପବିତ୍ର ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ରମଜାନର ପବିତ୍ର ମାସ ଆରମ୍ଭ ହୋଇଛି, ଯାହା ଆମ ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଆଣିବ। ଏହି ପବିତ୍ର ମାସ ପ୍ରତିଫଳନ, କୃତଜ୍ଞତା ଏବଂ ଭକ୍ତିର ପ୍ରତୀକ ସହ ଆମକୁ କରୁଣା, ଦୟା ଏବଂ ସେବାର ମୂଲ୍ୟବୋଧକୁ ମଧ୍ୟ ମନେ ପକାଇଦେଇଥାଏ ।
ରମଜାନ ମୁବାରକ୍ !”