ଜର୍ମାନୀ ଦୂତାବାସରେ ‘ନାଟୁ ନାଟୁ’ ସମାରୋହକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ By Shaksi News On Mar 22, 2023 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତ ଓ ଭୁଟାନ ପାଇଁ ଜର୍ମାନୀ ରାଷ୍ଟ୍ରଦୂତ ଡଃ ଫିଲିପ ଆକରମେନଙ୍କ ଦ୍ୱାରା ଶେୟାର କରାଯାଇଥିବା ଭିଡିଓକୁ ପ୍ରଶଂସା କରିଛନ୍ତି । ଭିଡିଓରେ ସେ ଓ ଦୂତାବାସର ସଦସ୍ୟମାନେ ଅସ୍କାର ପୁରସ୍କାରପ୍ରାପ୍ତ ‘ନାଟୁ ନାଟୁ’ ସଂଗୀତର ସଫଳତା ପାଳନ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ପୁରୁଣା ଦିଲ୍ଲୀରେ ଶୁଟ୍ ହୋଇଛି । ଆହୁରି ପଢ଼ନ୍ତୁ... ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା… Mar 21, 2026 ୬ଟି ପ୍ରକଳ୍ପକୁ ରାଜ୍ୟ ବନ୍ୟପ୍ରାଣୀ… Mar 21, 2026 ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର… Mar 21, 2026 ଦୁଇମାସରେ ୧୩୪୬ କୋଟିର ଗଞ୍ଜେଇ ଜବତ Mar 21, 2026 ପୂର୍ବରୁ ଫେବୃୟାରୀରେ ଭାରତ ସ୍ଥିତ କୋରିଆ ଦୂତାବାସରେ ଏହି ଗୀତ ଉପରେ ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା । ଜର୍ମାନୀ ରାଷ୍ଟ୍ରଦୂତଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଭାରତର ରଙ୍ଗ ଓ ରସ! ଜର୍ମାନମାନେ ମଧ୍ୟ ନାଚି ପାରନ୍ତି ଏବଂ ଭଲ ନାଚି ପାରନ୍ତି ।” Continue Reading #National-International#shaksinewspib bhuabneswarPM Modi 0 Share