ଜର୍ମାନୀ ଦୂତାବାସରେ ‘ନାଟୁ ନାଟୁ’ ସମାରୋହକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ By Shaksi News On Mar 22, 2023 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତ ଓ ଭୁଟାନ ପାଇଁ ଜର୍ମାନୀ ରାଷ୍ଟ୍ରଦୂତ ଡଃ ଫିଲିପ ଆକରମେନଙ୍କ ଦ୍ୱାରା ଶେୟାର କରାଯାଇଥିବା ଭିଡିଓକୁ ପ୍ରଶଂସା କରିଛନ୍ତି । ଭିଡିଓରେ ସେ ଓ ଦୂତାବାସର ସଦସ୍ୟମାନେ ଅସ୍କାର ପୁରସ୍କାରପ୍ରାପ୍ତ ‘ନାଟୁ ନାଟୁ’ ସଂଗୀତର ସଫଳତା ପାଳନ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ପୁରୁଣା ଦିଲ୍ଲୀରେ ଶୁଟ୍ ହୋଇଛି । ଆହୁରି ପଢ଼ନ୍ତୁ... ହିଞ୍ଜିଳି ବିଧାୟକ ନବୀନ… Nov 10, 2026 ଜଳ ସମ୍ପଦ ବିଭାଗରେ ଡିଜିଟାଲ୍ ଶାସନ… Nov 10, 2026 ଧୂଷୁରୀ ଥାନାରେ କାର୍ଯ୍ୟରତ… Nov 10, 2026 ଧୂଷୁରୀ କାଳୀପୂଜାକୁ ପୂରିଲା ୮୬… Nov 10, 2026 ପୂର୍ବରୁ ଫେବୃୟାରୀରେ ଭାରତ ସ୍ଥିତ କୋରିଆ ଦୂତାବାସରେ ଏହି ଗୀତ ଉପରେ ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା । ଜର୍ମାନୀ ରାଷ୍ଟ୍ରଦୂତଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଭାରତର ରଙ୍ଗ ଓ ରସ! ଜର୍ମାନମାନେ ମଧ୍ୟ ନାଚି ପାରନ୍ତି ଏବଂ ଭଲ ନାଚି ପାରନ୍ତି ।” Continue Reading pib bhuabneswarPM Modi Share