ଘରେ ଲୋକଙ୍କୁ ଜୈବିକ ଚାଷ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରେ ଜୈବିକ ଚାଷ … By Shaksi News On Feb 24, 2023 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରେ ଜୈବିକ ଚାଷ ପାଇଁ ଲୋକଙ୍କୁ କହିଛନ୍ତି । ସେ ରାଜ୍ୟସଭା ସାଂସଦ ସଂଗୀତା ଯାଦବ ମୌର୍ଯ୍ୟଙ୍କ ଏକ ଟୁଇଟ୍ ଉପରେ ପ୍ରତିକ୍ରିୟା ଦେଇଥିଲେ ଯେଉଁଥିରେ ରାଜ୍ୟସଭା ସାଂସଦ ଘରର ଛାତ ଉପରେ ବିଭିନ୍ନ ପ୍ରକାରର ପନିପରିବା ଫଳାଇଥିବା ଦେଖାଉଥିଲେ । ଆହୁରି ପଢ଼ନ୍ତୁ... ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘର… Mar 22, 2026 ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର… Mar 22, 2026 ତହସିଲ ନାକ ତଳୁ ଲୁଟ୍ ହେଉଛି… Mar 22, 2026 ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା… Mar 21, 2026 ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ବହୁତ ବଢିଆ! ପ୍ରକୃତି ସହ ଯୋଡିହେବା ସହିତ ସୁସ୍ଥ ଖାଦ୍ୟ ବି … ବାକି ଲୋକମାନେ ମଧ୍ୟ ନିଜ ଘରେ ଏହାକୁ ଗ୍ରହଣ କରିପାରିବେ ।” Continue Reading #National-International#shaksinewsPIB Bhubaneswar 0 Share