ଘରେ ଲୋକଙ୍କୁ ଜୈବିକ ଚାଷ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରେ ଜୈବିକ ଚାଷ … By Shaksi News On Feb 24, 2023 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରେ ଜୈବିକ ଚାଷ ପାଇଁ ଲୋକଙ୍କୁ କହିଛନ୍ତି । ସେ ରାଜ୍ୟସଭା ସାଂସଦ ସଂଗୀତା ଯାଦବ ମୌର୍ଯ୍ୟଙ୍କ ଏକ ଟୁଇଟ୍ ଉପରେ ପ୍ରତିକ୍ରିୟା ଦେଇଥିଲେ ଯେଉଁଥିରେ ରାଜ୍ୟସଭା ସାଂସଦ ଘରର ଛାତ ଉପରେ ବିଭିନ୍ନ ପ୍ରକାରର ପନିପରିବା ଫଳାଇଥିବା ଦେଖାଉଥିଲେ । ଆହୁରି ପଢ଼ନ୍ତୁ... ସମବାୟ ସଦସ୍ୟତା ମହାଅଭିଯାନ… Sep 25, 2026 ରାତିରେ ଶୋଇବା ପୂର୍ବରୁ ଦୁଇଟି… Sep 25, 2026 ଘରେ ପଶିଲା ମହାବଳ ବାଘ, ଆତଙ୍କିତ… Sep 25, 2026 ଭୁବନେଶ୍ୱର ଜିଲ୍ଲା… Sep 25, 2026 ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ବହୁତ ବଢିଆ! ପ୍ରକୃତି ସହ ଯୋଡିହେବା ସହିତ ସୁସ୍ଥ ଖାଦ୍ୟ ବି … ବାକି ଲୋକମାନେ ମଧ୍ୟ ନିଜ ଘରେ ଏହାକୁ ଗ୍ରହଣ କରିପାରିବେ ।” Continue Reading #National-International#shaksinewsPIB Bhubaneswar 0 Share