ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରପୁରର ଲୋକସଭା ସାଂସଦ ଶ୍ରୀ ବଲୁଭାଉ ନାରାୟଣରାଓ ଧାନୋରକରଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ।
‘ଚନ୍ଦ୍ରପୁରର ଲୋକସଭା ସାଂସଦ ଶ୍ରୀ ବଲୁଭାଉ ନାରାୟଣରାଓ ଧାନୋରକରଙ୍କ ପରଲୋକରେ ଦୁଃଖିତ । ଜନସେବା ତଥା ଗରିବ ଲୋକଙ୍କୁ ସଶକ୍ତ କରିବାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ସ୍ମରଣ କରାଯିବ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।’