ମିଲାଦ-ଉନ୍‌- ନବୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଲାଦ-ଉନ-ନବୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମିଲାଦ-ଉନ-ନବୀରେ ସମସ୍ତଙ୍କୁ ଶୁଭେଚ୍ଛା । ଏହି ଅବସରରେ ଆମ ସମାଜରେ ଶାନ୍ତି, ଏକତା ଏବଂ କରୁଣାର ଆବେଗ ଆଗକୁ ବଢାଇବା । ଇଦ୍ ମୁବାରକ ।”