୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ କୋକ୍ଲିୟର ଇମ୍ପ୍ଲାଣ୍ଟ ଯୋଜନାର ପ୍ରଭାବକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋକ୍ଲିୟର …
କେନ୍ଦ୍ର ଶକ୍ତି ଓ ଭାରୀ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୃଷ୍ଣ ପାଲ ଗୁର୍ଜରଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଖୁବ ଭଲ ସୂଚନା । ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଆମେ ସଦା ସମର୍ପିତ ।”
SR