ପରୀକ୍ଷା ପ୍ରସ୍ତୁତି ବେଳେ ଅଭିଭାବକମାନଙ୍କ ଗଠନମୂଳକ ଭୂମିକା ସମ୍ପର୍କରେ ଏଗଜାମ ୱାରିୟର ପୁସ୍ତକରୁ ଆକର୍ଷଣୀୟ ସଂକଳନ ଶେୟାର କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗଜାମ ୱାରିୟର ପୁସ୍ତକରୁ…
narendramodi_in ଙ୍କ ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି;
“ପରୀକ୍ଷା ପ୍ରସ୍ତୁତି ବେଳେ ଅଭିଭାବକମାନଙ୍କ ଗଠନମୂଳକ ଭୂମିକା ସମ୍ପର୍କରେ ଏକ ଆକର୍ଷଣୀୟ ସଂକଳନ ।”