ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲାଣ୍ଡବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା By Shaksi News On Dec 3, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲାଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆହୁରି ପଢ଼ନ୍ତୁ... ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘର… Mar 22, 2026 ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର… Mar 22, 2026 ତହସିଲ ନାକ ତଳୁ ଲୁଟ୍ ହେଉଛି… Mar 22, 2026 ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା… Mar 21, 2026 ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ନାଗାଲାଣ୍ଡବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସର ଶୁଭେଚ୍ଛା । ସାହସ, କଠିନ ପରିଶ୍ରମ ଓ ପ୍ରକୃତି ସହ ସହାବସ୍ଥାନକୁ ଗୁରୁତ୍ୱ ପ୍ରଦାନ କରୁଥିବା ନାଗାଲାଣ୍ଡର ସଂସ୍କୃତି ପାଇଁ ଭାରତ ଗର୍ବିତ । ଆଗାମୀ ଦିନରେ ନାଗାଲାଣ୍ଡର ନିରବଚ୍ଛିନ୍ନ ସଫଳତା କାମନା କରୁଛି ।” Continue Reading #National-International#shaksinews 0 Share