ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲାଣ୍ଡବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା By Shaksi News On Dec 3, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲାଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆହୁରି ପଢ଼ନ୍ତୁ... ସମବାୟ ସଦସ୍ୟତା ମହାଅଭିଯାନ… Sep 25, 2026 ରାତିରେ ଶୋଇବା ପୂର୍ବରୁ ଦୁଇଟି… Sep 25, 2026 ଘରେ ପଶିଲା ମହାବଳ ବାଘ, ଆତଙ୍କିତ… Sep 25, 2026 ଭୁବନେଶ୍ୱର ଜିଲ୍ଲା… Sep 25, 2026 ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ନାଗାଲାଣ୍ଡବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସର ଶୁଭେଚ୍ଛା । ସାହସ, କଠିନ ପରିଶ୍ରମ ଓ ପ୍ରକୃତି ସହ ସହାବସ୍ଥାନକୁ ଗୁରୁତ୍ୱ ପ୍ରଦାନ କରୁଥିବା ନାଗାଲାଣ୍ଡର ସଂସ୍କୃତି ପାଇଁ ଭାରତ ଗର୍ବିତ । ଆଗାମୀ ଦିନରେ ନାଗାଲାଣ୍ଡର ନିରବଚ୍ଛିନ୍ନ ସଫଳତା କାମନା କରୁଛି ।” Continue Reading #National-International#shaksinews 0 Share