ଋଷର ରାଷ୍ଟ୍ରପତି ପୁଟିନ୍ ପଞ୍ଚମ ଥର ପାଇଁ ସରକାର ଗଠନ କରିଲେ
ଋଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭ୍ଲାଦିମିର ପୁଟିନ୍ । ୮୮ ପ୍ରତିଶତ ଭୋଟ ସହ ପଞ୍ଜମ ଥର ପାଇଁ ସରକାର କରିଲେ ପୁଟିନ । ଜିତିଲା ପରେ ଋଷ ଆହୁରୀ ଶକ୍ତିଶାଳୀ ହେବ ବୋଲି କହିଛନ୍ତି ପୁଟିନ। କେଜିବି ଏଜେଟରୁ ୧୯୯୯ରେ ଦେଶର ମଙ୍ଗ ରଖିଥିଲେ ।
ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ ଋଷିଆର ସବୁଠୁ ଅଧିକ ସମୟ ଧରି ଶାସନରେ ରହିଥିବା ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇଦେଇଛନ୍ତି। ନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା କମ୍ୟୁନିଷ୍ଟ ପ୍ରାର୍ଥୀ ନିକୋଲାଇ ଖାରର୍ଟିନୋଭ ମାତ୍ର ୪ ପ୍ରତିଶତ ଭୋଟ ପାଇଛନ୍ତି ।