ଟି୨୦ ବିଶ୍ବକପ : ଆଜି ଭାରତ ଓ ଆମେରିକା ମୁକାବଲା

ଆଇସିସି ଟି୨୦ ବିଶ୍ବକପର ବୁଧବାର ଆୟୋଜକ ଆମେରିକା ଓ ଭାରତ ମଧ୍ୟରେ ଗ୍ରୁପ-ଏ ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଖେଳାଯିବ। ପ୍ରଥମ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଭାରତ ଲଗାତାରଆଇସିସି ଟି୨୦ ବିଶ୍ବକପର ବୁଧବାର ଆୟୋଜକ ଆମେରିକା ଓ ଭାରତ ମଧ୍ୟରେ ଗ୍ରୁପ-ଏ ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଖେଳାଯିବ। ପ୍ରଥମ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେବେ।