ନୂଆଦିଲ୍ଲୀ: ଭାରତୀୟ ସେନାକୁ ମିଳିଲା ନୂଆ ପୋଷାକ । ୭୪ ତମ ପ୍ରତିଷ୍ଠା ଦିବସ ଅବସରରେ ସେନାର ପରେଡ଼ ସମୟରେ କିଛି ଏକ ନୂଆ ରୂପରେ ଦେଖିବାକୁ ମିଳିଛି । ସେନାର ପାରାସୁଟ ରେଜିମେଣ୍ଟର ଯୁନିଫର୍ମରେ ପରିବର୍ତ୍ତନ ଘଟିଛି । ସେହିପରି ପ୍ରଥମ ଥର ପାଇଁ ପାରାସୁଟ ରେଜିମେଣ୍ଟ ନୂଆ ୟୁନିଫର୍ମରେ ନଜର ଆସିଛନ୍ତି ଭାରତୀୟ ସେନ।
ଦିଲ୍ଲୀରେ ୭୪ ତମ ପ୍ରତିଷ୍ଠା ଦିବସରେ ଯବାନମାନେ ଏହି ନୂଆ ପୋଷାକ ପରିଧାନ କରି ପରେଡ କରିଥିଲେ । ସୂଚନା ଅନୁଯାୟୀ ଏହି ନୂଆ ପୋଷାକ ଡିଜିଟାଲ କମ୍ବୋର୍ଡ ପଦ୍ଧତିରେ ନିର୍ମାଣ କରାଯାଇଛି । ସେହିପରି ଶତ୍ରୁ ପକ୍ଷ ବିରୋଧରେ ଯୁଦ୍ଧ କଲାବେଳେ ଏହି ପୋଷାକ ଯବାନଙ୍କୁ ବିଭିନ୍ନ ପ୍ରକାର ସହାୟକ ହୋଇଥାଏ । ଅନ୍ୟପକ୍ଷରେ ଏହି ପୋଷାକରେ ବିଭିନ୍ନ ପ୍ରକାର ସୁବିଧା ରହିଥିବା ଜଣାଯା