ଟି -୨୦ ବିଶ୍ୱକପ ଜିତିଥିବାରୁ ଭାରତୀୟ ଦୃଷ୍ଟିହୀନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ By Shaksi News On Dec 19, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦୃଷ୍ଟିହୀନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଆହୁରି ପଢ଼ନ୍ତୁ... ମେଜର ସୋମନାଥ ଶର୍ମାଙ୍କ ଜନ୍ମତିଥି Jan 31, 2026 ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣା:… Jan 31, 2026 ଏବେ ନିର୍ବାଚନ ହେଲେ ଏନ୍ଡିଏ ପାଇବ… Jan 31, 2026 ଆମ ଜାଣତରେ ସତୀ ଅସତୀ ସତୀପ୍ରଥା Jan 31, 2026 ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ପରିଷଦର ଏକ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ଆମର କ୍ରୀଡାବିତ୍ମାନଙ୍କ ପାଇଁ ଭାରତ ଗର୍ବିତ । ଖୁସି ଯେ ଆମେ ଦୃଷ୍ଟିହୀନଙ୍କ ପାଇଁ ଥିବା ଟି -୨୦ ବିଶ୍ୱକପ ଜିତିଛୁ । ଆମ ଦଳକୁ ଅଭିନନ୍ଦନ ଏବଂ ଭବିଷ୍ୟତର ଉଦ୍ୟମ ପାଇଁ ସେମାନଙ୍କୁ ଶୁଭେଚ୍ଛା ।” Continue Reading #National-International#shaksinews 0 Share