ଟି -୨୦ ବିଶ୍ୱକପ ଜିତିଥିବାରୁ ଭାରତୀୟ ଦୃଷ୍ଟିହୀନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ By Shaksi News On Dec 19, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦୃଷ୍ଟିହୀନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଆହୁରି ପଢ଼ନ୍ତୁ... ‘ଏକ ପେଡ୍ ମା କେ ନାମ୍ ୩.୦’:… Sep 26, 2026 16ତମ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ… Sep 26, 2026 ବ୍ଲକସ୍ତରୀୟ କୃଷକ ପରାମର୍ଶଦାତା ଓ… Sep 26, 2026 ‘ଅଙ୍ଗନ୍ କା ଉତ୍ସବ’… Sep 26, 2026 ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ପରିଷଦର ଏକ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ଆମର କ୍ରୀଡାବିତ୍ମାନଙ୍କ ପାଇଁ ଭାରତ ଗର୍ବିତ । ଖୁସି ଯେ ଆମେ ଦୃଷ୍ଟିହୀନଙ୍କ ପାଇଁ ଥିବା ଟି -୨୦ ବିଶ୍ୱକପ ଜିତିଛୁ । ଆମ ଦଳକୁ ଅଭିନନ୍ଦନ ଏବଂ ଭବିଷ୍ୟତର ଉଦ୍ୟମ ପାଇଁ ସେମାନଙ୍କୁ ଶୁଭେଚ୍ଛା ।” Continue Reading #National-International#shaksinews 0 Share