ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଗସ୍ତ କରିଛନ୍ତି । ଏହି ଗସ୍ତର ଝଲକ ସେ ଭିଡିଓ ମାଧ୍ୟମରେ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସ୍ୱତନ୍ତ୍ର କର୍ଣ୍ଣାଟକ ଗସ୍ତର ଝଲକ…ମାଣ୍ଡ୍ୟା ଓ ଧାରୱାଡବାସୀଙ୍କ ପ୍ରତି ସେମାନଙ୍କ ସ୍ନେହ ଓ ଅନୁରାଗ ପାଇଁ କୃତଜ୍ଞ ।”