ଦେଶରେ ଦିନକରେ ୫୮ ହଜାରରୁ ଉଦ୍ଧ୍ୱର୍ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ସେହିପରି ଭାରତରେ ମଧ୍ୟ ଦ୍ରୁତ ଗତିରେ ବଢିଚାଲିଛି । ଦେଶରେ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର କରିଛି । ଦେଶରେ ୨୪ ଘଣ୍ଟାରେ ୫୦ ହଜାର ସଂକ୍ରମିତ ହୋଇଥିବାବେଳେ ୫୩୪ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।