ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ: ପ୍ରଧାନମନ୍ତ୍ରୀ By Shaksi News Last updated Nov 28, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ପାଇଁ ସେମାନେ ଦେଖିଥିବା ସ୍ୱପ୍ନ ପୂରଣ କରିବାକୁ ପ୍ରତିବଦ୍ଧତା ଦୋହରାଇଛନ୍ତି । ଆହୁରି ପଢ଼ନ୍ତୁ... ଝୁଲନ୍ତା ଅବସ୍ଥା ରେ ମୃତ ଶରୀର… Mar 23, 2026 ଯୁବବର୍ଗଙ୍କ ମାନସିକ ଅସୁସ୍ଥ… Mar 23, 2026 ଝୁଲନ୍ତା ଅବସ୍ଥା ରେ ମୃତ ଶରୀର… Mar 23, 2026 ଘୋଷଣାରେ ସୀମିତ ସମ୍ବଲପୁର… Mar 23, 2026 ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଆଜି, ସମ୍ବିଧାନ ଦିବସରେ ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଓ ଦେଶ ପାଇଁ ସେମାନେ ଦେଖିଥିବା ସ୍ୱପ୍ନ ପୂରଣ କରିବାକୁ ନିଜ ପ୍ରତିବଦ୍ଧତା ଦୋହରାଉଛୁ ।” Continue Reading #National-International#shaksinewsPM Modi 0 Share