ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ: ପ୍ରଧାନମନ୍ତ୍ରୀ By Shaksi News Last updated Nov 28, 2022 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ପାଇଁ ସେମାନେ ଦେଖିଥିବା ସ୍ୱପ୍ନ ପୂରଣ କରିବାକୁ ପ୍ରତିବଦ୍ଧତା ଦୋହରାଇଛନ୍ତି । ଆହୁରି ପଢ଼ନ୍ତୁ... ପିଜିଟି ଶିକ୍ଷକଙ୍କ ପାଇଁ ତାଲିମ୍… Nov 3, 2026 ୫୨ବର୍ଷ ପରେ ଭାରତ ହେଲା ODIର… Nov 2, 2026 ସ୍ବାସ୍ଥ୍ୟ ସମସ୍ୟା ଦୂର କରେ… Nov 2, 2026 ଶାହରୁଖ ଖାନ୍ ଙ୍କ ଜନ୍ମଦିନରେ… Nov 2, 2026 ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଆଜି, ସମ୍ବିଧାନ ଦିବସରେ ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଓ ଦେଶ ପାଇଁ ସେମାନେ ଦେଖିଥିବା ସ୍ୱପ୍ନ ପୂରଣ କରିବାକୁ ନିଜ ପ୍ରତିବଦ୍ଧତା ଦୋହରାଉଛୁ ।” Continue Reading PM Modi Share