ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଫିସର

ସୁନ୍ଦରଗଡ,(ଏସ୍ ନ୍ୟୁଜ‌): ଭିଜିଲାନ୍ସ ଜାଲରେ ଫସିଲେ ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ଶ୍ରଦ୍ଧାକର ଗରଡିଆ । ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ମଞ୍ଜୁର ପାଇଁ ୫ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ବାନ୍ଧିନେଇଛି ଭିଜିଲାନ୍ସ ।