ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଫିସର By Shaksi News Last updated Jan 29, 2021 0 ସୁନ୍ଦରଗଡ,(ଏସ୍ ନ୍ୟୁଜ): ଭିଜିଲାନ୍ସ ଜାଲରେ ଫସିଲେ ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ଶ୍ରଦ୍ଧାକର ଗରଡିଆ । ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ମଞ୍ଜୁର ପାଇଁ ୫ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ବାନ୍ଧିନେଇଛି ଭିଜିଲାନ୍ସ । ଆହୁରି ପଢ଼ନ୍ତୁ... ଗଂଜାମ ଜିଲ୍ଲା ଧରାକୋଟ… Oct 3, 2026 ନଭେମ୍ବର ସୁଦ୍ଧା… Oct 3, 2026 ବିଭିନ୍ନ ସଂରକ୍ଷଣ ପଦକ୍ଷେପ,… Oct 3, 2026 ଖୋର୍ଦ୍ଧା ଜିଲ୍ଲା ଓ ଚିଲିକା… Oct 3, 2026 Continue Reading 0 Share