ଖୁବଶୀଘ୍ର ବଲିଉଡକୁ ଏଣ୍ଟ୍ରି କରିବେ ଅନୁଷ୍କା

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ଏଣ୍ଟି କରିବେ । ବିବାହ ପରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଦୁରେଇ ଯାଇଥିଲେ । ଅନୁଷ୍କା ଖୁବଶୀଘ୍ର ବଡ ପରଦାରେ ଫେରିବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ ଯେ ଅନୁଷ୍କା ଖୁବଶୀଘ୍ର ୩ଟି ଚଳଚ୍ଚିତ୍ରରେ ନଜର ଆସିବେ । ଏନେଇ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ମୃତ୍ୟୁ ପର୍ଯ୍ୟନ୍ତ କାମ କରିବା ଉଚିତ ଯେ ବିବାହ କରିବା ପରେ ଏବଂ ମା ହେବା ପରେ ମଧ୍ୟ ସେ ଅଭିନୟ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି ଏବଂ ଏଭଳି ପରିସ୍ଥିତିରେ ସେ ବିଭିନ୍ନ ପ୍ରକାରର ସିନେମା କରିବାକୁ ଚାହାଁନ୍ତି । ସେହିପରି ଅନୁଷ୍କା ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଥିବା ଜଣାପଡିଛି ।