ଗରମରୁ ନାହିଁ ତ୍ରାହି: ଆଜି ବି ଜଳୁଛି ଭୁବନେଶ୍ୱର

ରାଜ୍ୟରେ ମୁଣ୍ଡଫଟା ଖରା ଲାଗିରହିଛି । ଗତ ୩ ଦିନ….

ଭୁବନେଶ୍ୱର: ରାଜ୍ୟରେ ମୁଣ୍ଡଫଟା ଖରା ଲାଗିରହିଛି । ଗତ ୩ ଦିନ ଭଳି ଆଜି ବି ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ଦିନ ସାଢ଼େ ୧୧:୩୦ଟାରେ ଭୁବନେଶ୍ୱରର ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।