କଟକ(ଏସ୍ ନ୍ୟୁଜ): କଟକ ପୌରପାରିଷଦର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ ହୋଇଛନ୍ତି। ଦାଦାବଟି ମାଗିବା ଅଭିଯୋଗରେ ରଞ୍ଜିତାଙ୍କୁ ଗିରଫ କରଯାଇଛି।

ରଞ୍ଜିତାଙ୍କ ସହ ଆହୁରି ୩ ଜଣ ଗିରଫ ହୋଇଛନ୍ତି। ଜଣେ ଵ୍ୟଵସାୟୀକୁ ଦାଦାବଟି ମାଗିବାରୁ ପୂର୍ବତନ କର୍ପୋରେଟର ଗିରଫ ହୋଇଛନ୍ତି । ଜେଲରେ ଥିବା ଧଳ ସାମନ୍ତଙ୍କ ଘରୁ ମଧ୍ୟ ୧ ଲକ୍ଷ ଟଙ୍କା ଜବତ ହୋଇଛି ।