ଏସବିଆଇ ଏଟିଏମ ଲୁଟ

ଢେଙ୍କାନାଳ: ଗଁଦିଆ ଥାନା ବରପଦା ଛକରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍‌ରୁ ଲୁଟ ହୋଇଥିବା ସୂଚନା ମିଳିଛି। ପଛ କାନ୍ଥ ଭାଙ୍ଗି ଏସବିଆଇ ଏଟିଏମ୍‌ରୁ ଲୁଟ ହୋଇଥିବା ସନ୍ଦେହ କରାଯାଉଛି। ଏସବିଆଇ ଏଟିଏମ୍‌ରୁ କେତେଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏସବିଆଇ ଏଟିଏମ୍‌ରୁ ଲୁଟ ହୋଇଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି ଓ ତଦନ୍ତ ଜାରି ରଖିଛି।