ଭୁବନେଶ୍ୱର: ଆଜି ୨୪ କ୍ୟାରେଟ୍ ସୁନା ଭରି ପିଛା ୧,୬୦,୨୬୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୧,୪୬,୯୦୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୧,୬୦,୨୬୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ରବିବାର ସପ୍ତାହ ଶେଷ ଦିନରେ ସୁନା ମୂଲ୍ୟରେ କୌଣସି ପରିବର୍ତନ ହୋଇନାହିଁ। ଫଳରେ ସୁନା ଦର ପ୍ରାୟତଃ ସ୍ଥିର ରହିଛି। ବଜାର ବନ୍ଦ ରହିଥିବାରୁ ଶୁକ୍ରବାର ଦର ଅନୁସାରେ ସୁନା ବ୍ୟବସାୟ ହେଉଥିବା ଦେଖିବାକୁ ମିଳିଛି। ଉଭୟ ୨୨ ଓ ୨୪ କ୍ୟାରେଟ ଭରି ପିଛା ମୂଲ୍ୟ ଏକ ଲକ୍ଷ ଉପରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ମୂଲ୍ୟ ଏକ ଲକ୍ଷ ଟଙ୍କା ପାଖାପାଖି ପହଂଚିଛି। ଆଜି ଉଭୟ ୨୨ ଓ ୨୪ କ୍ୟାରେଟ ଭରି ପିଛା ମୂଲ୍ୟ ଏକ ଲକ୍ଷ ଉପରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ରବିବାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ମୂଲ୍ୟ ୯୦ ହଜାର ଉପରେ ରହିଛି। ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ୯୯୫୩୦ ଟଙ୍କାରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଛି। ୧୮ କ୍ୟାରେଟ୍ ଭରି ପିଛା ୧,୨୪,୯୯୦ ଟଙ୍କାରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଛି। ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୧,୫୦,୬୧୦ ଟଙ୍କାରେ ବ୍ୟବସାୟ କରିଛି। ୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୧,୩୭,୩୪୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୧,୫୪,୩୧୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।