ଖୋର୍ଦ୍ଧା,(ଏସ୍ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଥାନା ତରଫରୁ ବେଆଇନ ବାଣ କାରବାର ହେଉଥିବା ସ୍ଥାନରେ ପୋଲିସ ଚଢାଉ କରିଛି । ଏହି ଚଢାଉରେ ବିଭିନ୍ନ ଥାନା ତରଫରୁ ବିପୁଳ ପରିମାଣର ବାଣ ଓ ବ୍ୟବହୃତ ହେଉଥିବା ବାରୁଦ ଜବତ ହୋଇଛି । ଏଗୁଡିକୁ ଜବତ କରାଯାଇ ମୋଟ୍ ୯ଟି ମାମଲା ରୁଜୁ କରାଯାଇ ୯ ଜଣଙ୍କୁ ଗିରଫ କରାଯାଇଛି ।