ପ୍ରକାଶ ପାଇଲା ଜେଇଇ ରେଜଲ୍ଟ

ଜେଇଇ ମେନ୍ ଡଟ୍ ଏନଟିଏ ଡଟ୍ ଏସି ଡଟ୍ ଇନ୍ ରେ ରେଜଲ୍ଟ ଉପଲବ୍ଧ ରହିଛି । ଆପ୍ଲିକେସନ ନମ୍ବର, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ । ଜେଇଇ ମେନ୍ ପରୀକ୍ଷାରେ ୧୦୦ ପ୍ରତିଶତ ଏନଟିଏ ସ୍କୋର ହୋଇଥିବା ରେକର୍ଡ କରାଯାଇଛି । ତେବେ ଅନ୍ୱେଷା ଶୁଭମ୍ ପ୍ରଧାନ ଓଡ଼ିଶା ଟପ୍ପା ଭାବରେ ଖ୍ୟାତି ଅର୍ଜନ କରିଛନ୍ତି । ଜେଇଇ ଆଡଭାନ୍ସଡ ପାଇଁ ୨ ଲକ୍ଷ ୫୦ ହଜାର ୨୮୪ ଜଣ ପରୀକ୍ଷାର୍ଥୀ ଯୋଗ୍ୟତା ଅର୍ଜନ କରିପାରିଛନ୍ତି ।