ଝାରସୁଗୁଡା ଉପ-ନିର୍ବାଚନ: ସପ୍ତମ ରାଉଣ୍ଡ ସୁଦ୍ଧା ବହୁ ଆଗରେ ବିଜେଡି

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ସପ୍ତମ ରାଉଣ୍ଡର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଦୀପାଳି ଦାସଙ୍କୁ ୪ ହଜାର ୬୧୧ ଭୋଟ୍, ଟଙ୍କଧର ତ୍ରିପାଠୀଙ୍କୁ ୨ହଜାର ୧୧୬ ଏବଂ ତରୁଣ ପାଣ୍ଡେଙ୍କୁ ୪୦୦ ଭୋଟ୍ ମିଳିଛି । ସପ୍ତମ ରାଉଣ୍ଡରେ ଦୀପାଳି ଦାସ ୨୪୯୫ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।

ବିଜେଡି -୪୦,୨୨୦
ବିଜେପି -୨୧,୯୭୪
କଂଗ୍ରେସ -୨,୩୫୯