କେନ୍ଦୁଝର: ବିର୍ସା ମୁଣ୍ଡା ହୋ ସମାଜ ମାର୍ଶାଲ ଅକାଳ ପାଳନକଲେ ବିର୍ସା ମୁଣ୍ଡାଙ୍କ 147 ତମ ଜନ୍ମଜୟନ୍ତୀ ଯେଉଁ ବୀର୍ସା ମୁଣ୍ଡା ଧନୁ ତୀରଧରୀ ହୋ ସମାଜକୁ ଏକତ୍ରିତ କରି ଇଂଗ୍ରେଜମାନଙ୍କ ସହ ଲଢେଇ କରି ନିଜ ଜୀବନ କୁ ଉଚ୍ଚର୍ଗ କରିଦେଇଥିଲେ l ସେହି ମହାନ ଆତ୍ମା ବା ମହାନ ବ୍ୟକ୍ତିଙ୍କ ଜନ୍ମ ଦିନକୁ ମନେ ରଖିବା ପାଇଁ ଦେଶବ୍ୟାପି ଏହି ଦିବସକୁ ପାଳନ କରୁଛନ୍ତି l କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକରେ ମଧ୍ୟ ବ୍ଲକସ୍ଥରୀୟ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ବଂଶପାଳ ମିନି ଷ୍ଟାଡିଅମଠାରେ ପାଳନ କରୁଛନ୍ତି l
ଏଥିରେ ମୁଖ୍ୟ ଅତିଥି ଭାବରେ ଜୋଗ ଦେଇଥିଲେ ବୀର୍ସା ମୁଣ୍ଡା ହୋ ସମାଜ ର ମାର୍ଶାଲ ଅକାଳ ଉପସଭାପତି ଦୁଃଖବନ୍ଧୁ ଵାଲମୁରଚୁ ହୋ ସମାଜର ମୁଖ୍ୟ ବକ୍ତା ସତ୍ୟଜିତ ଲାଗୁଗୁରି ଅନ୍ୟାନ୍ୟ ହୋ ସମାଜ ର ସଦସ୍ୟ ସଞ୍ଜୟ ଜାମୁଦା ବିଜୟ ସଏ ବାବୁଲି ମୁଣ୍ଡା ଶୁକ୍ରା ମୁଣ୍ଡା ଜୟପାଲ ମୁଣ୍ଡା ଭୀମସେନ ମୁଣ୍ଡା ସୁନୀଲ ପୂର୍ତ୍ତୀ କୁସ ମୁଣ୍ଡା ନରେନ୍ଦ୍ର ସୋଏ ମଙ୍ଗୁଳୁ ମୁଣ୍ଡା ଧର୍ମ ମୁଣ୍ଡା ଶିବ ମୁଣ୍ଡା ଦୁର୍ଯ୍ୟୋଧନ ମୁଣ୍ଡା ଏବଂ ବହୁ ହୋ ସାମ୍ପ୍ରୟାର ପୁରୁଷ ମହିଳା ଯୋଗଦେଇ ବଂଶପାଳ ମୁଖ୍ୟ ଛକଠାରୁ ମୁଖ୍ୟ ଅତିଥିମାନଙ୍କୁ ନାଗର ବଜେଇ ସାଂକୃତିକ ଝୁମୁ୍ର ଗିତ ନାଚର ତାଳେ ତଳେ ବଂଶପାଳ ମିନିଷ୍ଟାଡିଅମ ଷ୍ଟେଜକୁ ପୁଷ୍ପମାଲ୍ୟ ଅର୍ପଣକରି ପାଛୋଟି ଆଣିଥିଲେ ସେଠାରେ ଭଗବାନପରି ମାନୁଥିବା ବିପ୍ଳ୍ଲବୀ ବିର୍ସା ମୁଣ୍ଡା ଫୋଟଚିତ୍ରରେ ମାଲ୍ୟଅର୍ପଣକରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ମୁଖ୍ୟ ଅତିଥି ହୋ ସମାଜକୁ ଅଗାମି ଦିନପାଇଁ ହୋ ସମାଜକୁ ଦିଗଦର୍ଶନ ଦେବା ଉଦେଶ୍ୟରେ ଅଭିବାସନ ରଖିଥିଲେ ପାରେ ଉଲାଡ ଉତ୍ସାବର ପାରମ୍ପାରିକ ଝୁମୁର ଗାତ ନାଚରେ ଉତ୍ସବ ମନାଇଥିଲେ।