କେନ୍ଦୁଝର: କେନ୍ଦୁଝରରେ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଚମ୍ପୁଆ ଜାତୀୟ ରାଜପଥ 520 କଳାପାହାଡ଼ ରେଲୱେ ଅଣ୍ଡରପାସରେ ୨ଟି ଟ୍ରକ ଏକକାଳୀନ ଯିବାକୁ ପ୍ରୟାସ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ଅଣ୍ଡରପାସରେ ଫସି ରହିଛି ୨ଟି ଯାକ ଟ୍ରକ୍ । ଯାତାୟତ ସମ୍ପୂର୍ଣ୍ଣ ଠପ୍ । ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହଶହ ଗାଡ଼ି ।