ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ ଜଙ୍ଗଲ

ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ। ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜର ପଥରଖଣି, ବେଗୁନାପଟା ଓ ଚିତାବଣିି ଅଞ୍ଚଳରେ ବ୍ୟାପକ ନିଆଁ ଲାଗିଛି। ପୂର୍ବରୁ ଶିମିଳିପାଳରେ ନିଆଁ ଲାଗିବା ଘଟଣା ନେଇ ବହୁ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ପୁଣି ଜଳୁଛି ଜଙ୍ଗଲ।