ଓଲିଉଡର ସଫଳ ନୃତ୍ୟ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ଏସ୍.କେ ମୁରଲୀଧରନ୍ଙ୍କର ଗତକାଲି ଅକାଳ ବିୟୋଗ ଘଟିଛି। ସେ ଛାତି ଚିରିଦେଲେ ତୁ, ନେଇଯାରେ ମେଘ ମୋତେ, ଆକାଶେ କି ରଙ୍ଗ ଲାଗିଲା, ତୋ ଆଖିରେ ମୁଁ, ଟାର୍ଗେଟ୍, ସ୍ମାଇଲ୍ ପ୍ଲିଜ୍, ଜଷ୍ଟ ମୋହବତ୍, ନୂଆ ନୂଆ ପ୍ରେମରେ,କିଏ ଦେବ ଟକ୍କର, ଟିକେ ଲଭ୍ ଟିକେ ଟ୍ବଷ୍ଟ୍, ପ୍ରେମ ତୋର ନଟିନଟି ଓ ତିତଲି ଆଦି ସିନେମାର ନିର୍ଦ୍ଦେଶନା ଦେଇଥିଲେ।ଏହିପରିଅନେକ ଚଳଚିତ୍ର ସେ ନିର୍ଦ୍ଦେଶକ ଦେଇଛନ୍ତି। ସେ ଓଡ଼ିଆ ନହେଇକିବି ତାଙ୍କର ଓଡ଼ିଆ ଚାଲଛିନ୍ତ ପାଇଁ ଅବଦାନ ବହୁତ ରହିଛି ।
ଅମ୍ଳାନ ୨୦୧୩ରେ ‘ଟାର୍ଗେଟ’ ପରେ ନିୟମିତ ଭାବେ ସିନେମାରେ କାମ କରି ଆସୁଛନ୍ତି। ତାଙ୍କ ଅଭିନୀତ ଅନ୍ୟ ସିନେମା ଭିତରେ ରହିଛି ‘ତୁ ମୋ ଦେହର ଛାଇ’, ‘ଗୋଲାପି ଗୋଲାପି’, ‘ପାଗଳ କରିଛୁ ତୁ’, ‘କଲେଜ୍ ଟାଇମ୍’, ଚିନି, ଟାଇଗର୍ ସପନର ପଥେ ପଥେ, ତୁ କହିବୁ ନା ମୁଁ, ‘ତୋର ଦିନେକୁ ମୋର ଦିନେ’, ବଜରଙ୍ଗୀ, ‘ଫ୍ରମ୍ ମି ଟୁ ୟୁ, ପ୍ରିୟେ ମୁଁ ତମର ସିଏ, ଲାଗିଲା ରଙ୍ଗ ‘ଗୋଲାପି ଗୋଲାପି, ମାଲ୍ୟଗିରି, ଗୁପଚୁପ୍, ଭାଇ ଓ ଶିକାର ଆଦି। ଏଣେ ଲୋକପ୍ରିୟ ନାୟିକା ଝିଲିକ୍ ପରେ ‘ଆଖିରେ ଆଖିରେ’, ‘ଲେଖୁ ଲେଖୁ ଲେଖି ଦେଲି’, ‘ସୁପର ମିଛୁଆ’, ‘ଲଭ୍ ୟୁ ହମେଶା’, ‘ଜବରଦସ୍ତ ପ୍ରେମିକ’,‘ଜଗା ହାତରେ ପଘା’,‘ଅଗସ୍ତ୍ୟ’, ‘ବେବି’, ‘ତୁମକୁ ଦେଖିଲା ପରେ’‘ ତୁ ମୋ’ ହିରୋ’, ପ୍ୟାର ଅଲଗା ପ୍ରକାର, ଦିସ ଇଜ୍ ସବୁ ମାୟାରେ ବାୟା, ବାଜିବଲୋ ସାହାନାଇ ଏବଂ ରୁଦ୍ରାଣୀ ଆଦି ଓଡ଼ିଆ ଛବିରେ ଅଭିନୟ କରିଛନ୍ତି ।