ସର୍ବନିମ୍ନ ସ୍ତରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଉ ୧୧୩ ପଜିଟିଭ

ରାଜ୍ୟରେ ଦିନକରେ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୮। ଅନୁଗୁଳରୁ ୧୦, ବାଲେଶ୍ୱର ୪, ବରଗଡ ୮, ଭଦ୍ରକ ୩, ବଲାଙ୍ଗୀର ୬, କଟକ ୯, ଗଜପତି ୩, ଗଞ୍ଜାମ ୧, ଯାଜପୁର ୩, ଝାରସୁଗୁଡା ୩, କଳାହାଣ୍ଡି ୨, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୮, ମୟୁରଭଞ୍ଜ ୨, ନୂଆପଡା ୧୧, ପୁରୀ ୧, ରାୟଗଡା ୧, ସୁନ୍ଦରଗଡ ୧୭, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସଙ୍ଗରୋଧ କେନ୍ଦ୍ରରୁ ୬୭,ସ୍ଥାନୀୟ ୪୬; ମୋଟ ପଜିଟିଭ ୩,୩୪,୭୮୦କୁ ପାଇଛି। ୩,୩୧,୫୩୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୨୮୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।ସଙ୍ଗରୋଧ କେନ୍ଦ୍ରରୁ ୬୭,ସ୍ଥାନୀୟ ୪୬; ମୋଟ ପଜିଟିଭ ୩,୩୪,୭୮୦କୁ ପାଇଛି। ୩,୩୧,୫୩୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୨୮୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।