ମା ଶାରଳା କଳିଙ୍ଗ ସମାଜ ଚାରିଟେବଲ ଟ୍ରଷ୍ଟ , ପୁନେ (MAA SARALA KALING SAMAJ CHARITABLE TRUST, PUNE) ତରଫରୁ ଟ୍ରେନ ରୁ ଖସିପଡି ୨ ଗୋଡ ହରାଇଥିବା ଯୁବକ କୁ RS 50,000 – ଟଙ୍କା ସହାୟତା କରି ଜାରି ରଖିଛି ସମାଜ ସେବା
ସୂଚନା ଯୋଗ୍ୟ,ଏ ଭଳି ଦୁଖଦଃ ଖବର ପାଈ ଓଏସଏଫ ଟ୍ରଷ୍ଟ (OSF TRUST) ର ସଦସ୍ୟ ମାନେ ଅରୁଣ ଙ୍କ ଘରେ ପହଞ୍ଚି ଆସୁଆରୋଗ୍ୟ କାମନା କରିବା ସହିତ ମା ଶାରଳା କଳିଙ୍ଗ ସମାଜ ଚାରିଟେବଲ ଟ୍ରଷ୍ଟ ପୁନେ ତରଫରୁ ପଠାଇଥିବା ୫୦,୦୦୦.୦୦ ଟଙ୍କା ସହାୟତା ପ୍ରଦାନ କରିଥିଲେ…

ନାମ–ଅରୁଣ ଚଣ୍ଡ
ବାପାଙ୍କ ନାମ–ଅଙ୍କୁର ଚରଣ ଚଣ୍ଡ
ଗ୍ରାମ–ବିଷ୍ଣୁପଡା, ବ୍ଲକ୍–ରାଜନଗର,ଜିଲ୍ଲା–କେନ୍ଦ୍ରାପଡା
