୨୧୦ ଏଇଇଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୧୦ ଦସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ ବା ଏଇଇଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାୟତ ଓ ପାନୀୟ ଜଳ ବିଭାଗରେ ୨୧୦ ଜଣ ନିଯୁକ୍ତି ପାଇଥିବା ସୂଚନା ମିଳିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଅ । ସବୁ କଚ୍ଚା ଘରକୁ ପକ୍କା କରିବାକୁ ଆମ ସରକାରୀ ପ୍ରତିଶ୍ରୁତିବଦ୍ଧ । ସେହିପରି ୨୦୧୪ ସୁଦ୍ଧା ସବୁ ଗାଁରେ ଘରକୁ ପାଇପ ପାଣି ଯୋଗାହେବ । ସେଥିପାଇଁ ପଞ୍ଚାୟତ ସ୍ତରରେ ସରକାର ଅଧିକ ମାନବ ସମ୍ବଳ ଯୋଗାଉଛ