ଦିଘା: ଆଜି ଓଡ଼ିଶା ପଶ୍ଚିମ ବଙ୍ଗ ସୀମାନ୍ତ ଦିଘା ମୁହାଣରେ ବିରାଟ ତେଲିଆ ଭୋଲା ମାଛ ମତ୍ସ୍ୟଜୀବୀ ଙ୍କ ଜାଲରେ ପୋଡି ଥିଲା,ଯାହାର ବଜାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ରେ ବିକ୍ରି ହୋଇ ହୋଇଛି,ମାଛ ର ଓଜନ ୩୬ କିଲୋଗ୍ରାମ,। ଏହି ମାଛକୁ କଲିକତାରେ ଏକ ଫାର୍ମା କମ୍ପାନୀ କିଣି ଥିଲା, ଏହି ମାଛରୁ ଔଷଧ ସହିତ ମାଦକ ଦ୍ରବ୍ୟ ତିଆରି ରେ ବ୍ୟବହାର କରାଯାଏ, ଏହି ମାଛ ର ଚାହିଦା ବିଦେଶ ରେ ବହୁ ଅଛି ବୋଲି ଜଣା ଯାଉଛି ଅଛି।