ଶିଖରଚଣ୍ଡୀ ପାହଡ଼ରେ ଜଙ୍ଗଲି ହାତୀ ଆତଙ୍କ By Shaksi News On Mar 24, 2023 0 ଭୁବନେଶ୍ୱର: ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ଜଙ୍ଗଲି ହାତୀ ଆତଙ୍କ । ପାହାଡ଼ ଉପରେ ୪ଟି ହାତୀ ବୁଲୁଥିବା ସୂଚନା । ଗୋଟିଏ ଦନ୍ତାହାତୀ ସହ, ୨ଟି ମାଇ ହାତୀ ଓ ଗୋଟିଏ ଛୁଆ ହାତୀ ବୁଲୁଥିବା ସୂଚନା ମିଳିଛି । ହାତୀ ଘଉଡେଇବାକୁ ପାହାଡ଼ ଉପରେ ନିୟୋଜିତ ହୋଇଛନ୍ତି ବନ କର୍ମଚାରୀ । Continue Reading #shaksinewsOdishasikharachandi hillstatenews 0 Share