ବିହାର ଜନାଦେଶ: ଏନଡିଏ ଆଗୁଆ

ବିହାର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ ୧୩୮ ସିଟରେ ଆଗୁଆ ରହିଥିବା ବେଳେ ମହାଗଠବନ୍ଧନ ୭୫ ଓ ଅନ୍ୟ ଦଳ ଗୁଡିକ ୦୪ଟି ସିଟରେ ଆଗୁଆ ରହିଛନ୍ତି । ଏନଡିଏ- ୧୩୮,ମହାମଣ୍ଟ-୭୬,ଅନ୍ୟାନ୍ୟ- ୦୪