ଶ୍ରୀମନ୍ଦିରର ଗ୍ରହଣ ନିତି… ସଂଶୋଧନ ହେଲା ପାକତ୍ଯାଗ ସମୟ, By Shaksi News On Nov 3, 2022 0 ପୁରୀ: ସୂର୍ଯ୍ଯୋଦୟ ପୂର୍ବରୁ ଭୋର ୫ଟା ୫୪ମିନିଟ ୫୩ ସେକେଣ୍ଡ ସୂର୍ଯ୍ଯୋଦୟ ପୂର୍ବରୁ ପାକତ୍ଯାଗ ଓ ଦେବନିତି ନିଷେଧ, ଭୋଗ ମଣ୍ଡପରୁ ବନ୍ଦ ହେବ ନିତି। ଗ୍ରହଣ ସ୍ପର୍ଶ ପରେ ଆରମ୍ଭ ହେବ ନିତି । ୭ତାରିଖ ରାତି ୧୨.୧୦ରେ ଦ୍ୱାରଫିଟା,୨ଟା ୩୦ରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ । Continue Reading #shaksinewsculture and religionjaganath tamplePurishree mandirastatenews 0 Share