ଆଇପିଏଲ ୨୦୨୪ ମହାମୁକାବିଲା: ଦ୍ୱିତୀୟ ଲଢେଇ ପଞ୍ଜାବ କିଙ୍ଗସ୍-ଦିଲ୍ଲୀ କ୍ୟାପିଟାଲ

ଆଇପିଏଲ ୨୦୨୪ ମହାମୁକାବିଲାର,ଆଜି ହେଉଛି ଦ୍ୱିତୀୟ ଆଇପିଏଲ ଆଜି ଖେଳିବାକୁ ଯାଉଥିବା ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ, ଦୁଇ ଦଳ ଆଜି ଅପରାହ୍ନ ୩.୩୦ ରେ ଖେଳିବାକୁ ଯାଉଛନ୍ତି ଆଜିର ଲଢେଇ ରେ ୨ ଦଳଙ୍କ ବାଜିମାର କରିବାର ପ୍ରୟାସ ଜାରି ରଖିବେ ।

ତେବେ ମହାରାଜା ଯାଦବନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍, ମଲାନପୁର, ମୋହାଲି ଠାରେ ଖେଳିବାକୁ ଯାଉଥିବା ଦୁଇ ଟିମ ଏବଂ ସେଠାରେ ଉଭୟ ଦଳ ଆଜି ନିଜର ଭଲ ପ୍ରଦସନ କରିବେ। ଦେଖିବାକୁ ଗଲେ,ଶତକଡା ପଞ୍ଜାବ କିଙ୍ଗସ୍ 47.୪୪% ଶତକଡା ଜିତନ୍ତୁ ୫୨.୫୬% ହାର ।